The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଛାତ୍ରୀଙ୍କ ସନେ୍ଦହଜନକ ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର କିଟ ବିଶ୍ୱ ବିଦ୍ୟାଳୟ ଛାତ୍ରୀଙ୍କ ସନେ୍ଦହଜନକ ମୃତ୍ୟୁ । ହଷ୍ଟେଲ କ୍ୟାମ୍ପସ ଭିତରୁ ନେପାଳୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମୃତକ ବିଟେକ ତୃତୀୟ ବର୍ଷ ଛାତ୍ରୀ ।ମୃତ୍ୟୁର କାରଣ ଅସ୍ପଷ୍ଟ । ଘଟଣାରେ ଜଣେ ଛାତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login