ଭୁବନେଶ୍ୱର : ପୁଣି ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ , ବିଶାଳ ରାଲି । ବିଭିନ୍ନ ଦାବି ନେଇ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଲି । ଚାକିରି ସର୍ତ୍ତାବଳୀ , ପେନସନ, ଗ୍ରାଚୁଇଟ ଦାବିରେ ବିକ୍ଷୋଭ । ଆଜିଠୁ ୩ ଦିନ ଯାଏଁ ଲୋୟର ପିଏମଜିରେ ଅହୋରାତ୍ର ଧାରଣା । ସ୍କୁଲରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ବି ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ସ୍କୁଲର ସମସ୍ୟାକୁ ନେଇ ଆଜି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଲୋୟର ପିଏମଜିରେ ଉପସ୍ଥିତ ହୋଇ ଧାରଣା ଦେଇଛନ୍ତି ।
Views: 84