The Ultimate Managed Hosting Platform
ADVERTISEMENT

ରାଜଧାନୀରେ କୁକୁର ଉତ୍ପାତ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ବୁଲା କୁକର ଉତ୍ପାତ । ବଢୁଛନ୍ତି କୁକୁର କାମୁଡା ରୋଗୀ । ଦୈନିକ ୬୦ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ସୂଚନା । କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଦଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସୂଚନା । ପୂର୍ବରୁ ଏହି ସଂଖ୍ୟା ୩୦-୩୫ ଥିବା ବେଳେ ମାସେ ହେବ ଏହି ସଂଖ୍ୟା ୬୦ ପାର । ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା ପାଇଁ ବିଏମସିକୁ ଚିଠି ଲେଖିବୁ ବୋଲି କହିଛନ୍ତି ନିଦେ୍ର୍ଦଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login