The Ultimate Managed Hosting Platform
ADVERTISEMENT

ରାଜଧାନୀରୁ ୨୭୩ କେଜି ଗଞ୍ଜେଇ ଜବତ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ବରରୁ ୨୭୩କେଜି ଗଞ୍ଜେଇ ଜବତ କରିଛି ଏନସିବି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ଏନସିବି ଟିମ୍ ଖବର ପାଇ କରିଥିଲା ଚଢାଉ। ଗିରଫ ଦୁଇ ଜଣ ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳର ଆନ୍ତ ରାଜ୍ୟ ଗଞ୍ଜେଇ ମାଫିଆ। ଦୀର୍ଘ ଦିନରୁ ଏନସିବି ସ୍କାନ ର ରେ ରହିଥିଲେ। ଏନସିବି ଭୁବନେଶ୍ୱର ୨୦୨୦ରୁ ୮୯୮୩କେଜି ଗଞ୍ଜେଇ, ୨୮.୨କେଜି ଅଫିମ ଜବତ କରିଥିଲା ବେଲେ ୫୩ ଜଣଙ୍କୁ ଗିରଫ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login