ଭୁବନେଶ୍ୱର : ରାଜଧାନୀରୁ ୩୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର । ବାଲିଯାତ୍ରା ପଡ଼ିଆ ଜରିପାଟଣା ନିକଟ କେନାଲ କଡ଼ରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ । ମର୍ଣ୍ଣିଂ ୱାକ ସମୟରେ ଲୋକେ ବଜ୍ରକାପ୍ତାଟିକୁ ଦେଖିବାକୁ ପାଇଥିଲେ । ଉପସ୍ଥିତ ଲୋକେ ବନ ବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ବନ କାର୍ୟ୍ୟାଳୟରେ ବଜ୍ରକାପ୍ତାକୁ ନିରୀକ୍ଷଣରେ ରଖା ଯାଇଛି ।
Views: 56











