The Ultimate Managed Hosting Platform
ADVERTISEMENT

ରାଉରକେଲାରେ ଡବଲ ଏନକାଉଣ୍ଟର !

Facebook
Twitter
LinkedIn

ରାଉରକେଲା : ରାଉରକେଲାରେ ୨ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଗୁରୁତର ହୋଇଥିବା ବେଳେ ରାଉରକେଲା ମେଡିକାଲରେ ଭର୍ତ୍ତି । ବାଣେଶ୍ୱର ସିଂ ଏବଂ ଶିବନାଥ ସିଂକୁ ଏନକାଉଣ୍ଟର କରିଛି ପୋଲିସ। ତେବେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣକୁ ଧରିଛି ପୋଲିସ । ଡକାୟତି ପାଇଁ ବିଶ୍ରା ଥାନା ଅଞ୍ଚଳର ସୁରୁବାହଲ ଡୁଗୁରୁ ଢ଼ାବାକୁ ଆସିଥିଲେ ୭ ରୁ ୮ ଜଣ ଡକାୟତ । ଢ଼ାବା ମାଲିକକୁ ବନ୍ଧୁକ ଏବଂ ଛୁରୀ ଦେଖାଇ ୨୦ ହଜାର ଟଙ୍କା ନେଇ ଫେରାର ମାରିଥିଲେ ଦୁର୍ବୁର୍ତ୍ତ ।ଏହା ପରେ ଢ଼ାବା ମାଲିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କୁ ପୋଲିସ ପିଛା କରିବାରୁ ଗୁଳିମାଡ଼ କରିଥିଲେ ଦୁର୍ବୁର୍ତ୍ତ । ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login