The Ultimate Managed Hosting Platform
ADVERTISEMENT

ରଥଯାତ୍ରାରେ ବିଦ୍ୟୁତ କାଟ ନ କରିବାକୁ ନିଦେ୍ର୍ଦଶ -ପ୍ରଦୀପ ଜେନା

Facebook
Twitter
LinkedIn

ଭୁବନେଶ୍ୱର : ରଥ ଯାତ୍ରା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ।ଖରା ଓ ଗୁଳୁଗୁଳିକୁ ଦେଖି ପାନୀୟ ଜଳ ଓ ଜଳସିଞ୍ଚନ ବ୍ୟବସ୍ଥା । ଆମ୍ବୁଲାନ୍ସ ପାଇଂ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି । ଯେପରି ବିଦ୍ୟୁତ କାଟ ନ ହୁଏ ସେଥିଲାଗି ନିଦେ୍ର୍ଦଶ ଦିଆଯାଇଛି । ବିଦ୍ୟୁତ କାଟ ନ କରିବାକୁ ଟିପିସିଓଡିଏଲ ଓ ଶକ୍ତି ବିଭାଗକୁ ନିଦେ୍ର୍ଦଶ । ପୁରୀ ସହର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login