The Ultimate Managed Hosting Platform
ADVERTISEMENT

ରତ୍ନଭଣ୍ଡାର : ହାଇକୋର୍ଟଙ୍କ ଜବାବ ତଲବ

Facebook
Twitter
LinkedIn

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ । ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ । ମୁଖ୍ୟ ଶାସନ ସଚିବ ଓ ।ଇନ ସଚିବ ଙ୍କୁ ହାଇକୋର୍ଟଙ୍କ ନୋଟିସ । କମିଶନ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଉପରେ ନୋଟିସ । ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login