The Ultimate Managed Hosting Platform
ADVERTISEMENT

ରଙ୍ଗ ରୁଟରେ ଯିବା ବେଳେ ଚାପିଦେଲା ଟ୍ରକ

Facebook
Twitter
LinkedIn

ଭୁବନେଶ୍ୱର : ୟୁ-ଟର୍ଣ୍ଣ ନେବା ହେଲା କାଳ । ରଙ୍ଗ ରୁଟରେ ଯିବା ବେଳେ ବେଳେ ଚାପିଦେଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଭୁବନେଶ୍ୱର ପଟିଆ ରାସ୍ତାରେ ଘଙ୍କିଛି ଦୁର୍ଘଟଣା । ହେଲମେଟ ପିନ୍ଧି ନ ଥିବାରୁ ବାଇକ ଆରୋହୀ ଜଣକ ତରବରରେ ରଙ୍ଗରୁଟରେ ପଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଟ୍ରକ ତାଙ୍କୁ ଚାପି ଦେଇଥିଲା । ତେବେ ବାଇକ ଆରୋହୀଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login