The Ultimate Managed Hosting Platform
ADVERTISEMENT

ରଙ୍ଗରୁଟରେ ଯିବା ହେଲା କାଳ : ବାଇକକୁ ପିଟିଲା କଣ୍ଟେନର , ୩ ଜଣଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଖୋର୍ଦ୍ଧା : ରଙ୍ଗରୁଟରେ ଯିବା ହେଲା କାଳ । କଣ୍ଟେନର ଧକ୍କାରେ ୩ ବାଇକ ଆରୋହୀ ଯୁବକ ମୃତ । ପିଏନ କଲେଜ ନିକଟ ଏନଏଚ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ରଙ୍ଗରୁଟରେ ଭୁବନେଶ୍ୱର ପଟୁ ବାଇକରେ ଯିବା ବେଳେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲ ନେବା ବେଳେ ଆଉ ୨ ଜଣଙ୍କର ଚାଲିଗଲା ଜୀବନ । ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିଲା ବେଳେ କଣ୍ଟେନର ସହ ପିଟି ହୋଇଯାଇଥିଲା ବାଇକ । ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login