The Ultimate Managed Hosting Platform
ADVERTISEMENT

ଯୌତୁକ ପାଇଁ ବଳିପଡିଲା ୯ ମାସର ଗର୍ଭବତୀଙ୍କ ଜୀବନ

Facebook
Twitter
LinkedIn

ରାଜନଗର : ପୁଣି ଯୌତୁକ ଯୁଇରେ ନବବଧୂ । ବଳିପଡିଲା ୯ ମାସର ଗର୍ଭବତୀଙ୍କ ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ମହିଳା ହେଉଛନ୍ତି ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା । ଏନେଇ ରାଜନଗର ଥାନା ରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପଘର ଲୋକ । ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ କରୁଛି ପୋଲିସ୍ । ସେପଟେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି । କଳ୍ପନା ଗତବର୍ଷ ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକ ଝିଅକୁ ନିର୍ୟାତନା ଦେଇ ଆସୁଥିବା କହିଛନ୍ତି ବାପଘର ଲୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login