ଭୁବନେଶ୍ୱର : ଯୁବତୀ ଓ ମହିଳାଙ୍କ ସୁରକ୍ଷା ନେଇ ଅପରାହ୍ନ ୩ଟାରେ ହେବ ବଡ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିବ । ଉନ୍ନୟନ କମିଶନରଙ୍କ ସହ ଉପସ୍ଥିତ ରହିବେ ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଆଇଜି ଓ ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ ଯୋଗ ଦେବେ । ଗୃହ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଉପସ୍ଥିତ ରହିବେ ।
ରାଜ୍ୟରେ ଏବେ ମହିଳାଙ୍କୁ ଅସଦାଚରଣ , ଅପରାଧ, ଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । କେଉଁଠି ମହିଳାଙ୍କୁ ଦୁର୍ବ୍ୟବହାର ହେଲାଣି ତ ଆଉ କେଉଁଠି ଦୁଷ୍କର୍ମ । ସ୍କୁଲ , କଲେଜ ଓ ବିଶ୍ୱ ବିଦ୍ୟାଳୟରୁ ଅନେକ ଘଟଣା ସାମ୍ନାକୁ ଆସୁଛି ।ନିକଟରେ ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶୀ ଆତ୍ମାହୁତି ଘଟଣା ହେଉ ବା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ଦେବା ଘଟଣା ରାଜ୍ୟକୁ ଦୋହଲାଇ ଦେଇଛି । ନାରୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ବିପର୍ଯ୍ୟସ୍ଥ ହେଲାଣି । ନାରୀ ସୁରକ୍ଷା ଦିଗ ପ୍ରତି ସରକାର କେତେ ସଚେତନ ବା ଆଗକୁ କଣ ସବୁ ନିୟମ ଆଣୁଛନ୍ତି ତାହା ଦେଖିବାକୁ ରହିଲା ।
ଯୁବତୀ-ମହିଳା ସୁରକ୍ଷା ନେଇ ହେବ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







