The Ultimate Managed Hosting Platform
ADVERTISEMENT

ଯୁବତୀଙ୍କ ଝୁଲନ୍ତା ମୃତଦେହ

Facebook
Twitter
LinkedIn

କଣ୍ଟାବାଞ୍ଜି : ଯୁବତୀଙ୍କ ଝୁଲନ୍ତା ମୃତଦେହ । ଡୁମେରିଚୁଆଁ ଗାଁରେ ଘରେ ଯୁବତୀଙ୍କ ଝୁଲନ୍ତା ମୃତଦେହ । ଓଢଣୀ ଲାଗି ଝୁଲିପଡିଥିଲେ ମହିଳା । ସିଡି ଘର ଆଜେବେଷ୍ଟସରେ ବେକରେ ଓଢଣୀ ଲାଗି ଝୁଲୁଥିଲା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପହଁଚିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login