ଉମରକୋଟ : ମାଟି ତଳେ ମୃତଦେହ ଠାବ ଘଟଣାରେ ଦମ୍ପତି ଅଟକ । ରାଇଘର ଥାନା ମୁରୁମଡିହ ଗାଁର ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା । ପାଖ ଜଙ୍ଗଲରେ ଯୁବତୀଙ୍କ ଅଧା ପୋତା ମୃତଦେହ ଠାବ ପରେ ଅଟକ । ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରାଯାଉଛି । ରାଇଘର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ କାରଣରୁ ଯୁବତୀଙ୍କ ହତ୍ୟା ହେଲା ଏବଂ କିଏ ଏଭଳି ଜଘନ୍ୟ କାଣ୍ଡ ଘଟାଇ ମାରି ମାଟି ତଳେ ପୋତି ଦେଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।
Views: 74