କୋରାପୁଟ : ପଥର ତଳ ବୁଦାମୂଳେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ଟାଉନ ଥାନା ପଣସପୁଟ ତିନିକୋଣିଆ ଛକରେ ପଡିଛିି ମୃତଦେହ । ଯୁବକ ଜଣଙ୍କ ନିକଟ ଗାଁର ହୋଇଥିବା ବେଳେ କିଏ ଓ କାହିଁକି ତାଙ୍କୁ ମାରିଲା କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 56











