ପାରାଦୀପ : ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ । ବଡ ପଡିଆ ଛକରେ ଥିବା ଏକ ମଣ୍ଡପରେ ପଡିଛି ମୃତଦେହ । ଯୁବକଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି ।ଯୁବକଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରପଡା ରାଜନଗରର ଅଞ୍ଚଳରେ । ସ୍ଥାନୀୟ ହାେଟେଲରେ କାମ କରୁଥିଲେ ଯୁବକ । ହୋଟେଲ ମାଲିକଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି ।
Views: 90











