The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ମାରିଦେଲେ ପ୍ରେମିକା ଘର ଲୋକ !

Facebook
Twitter
LinkedIn

ଢେଙ୍କାନାଳ : ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ପାଚେରୀ ଡେଇଁ ଘରକୁ ପ୍ରବେଶ କରିବା ବେଳେ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ସୂଚନା ରହିଛି । ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣାଘଟିଛି । ମୃତକ ହେଲେ ସିମିଳିଆ ଗାଁର । ପ୍ରେମିକା ଘର ଲୋକେ ଜିଲ୍ଲା ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର । କରେଣ୍ଟ ନୁହେଁ ଯୁବକଙ୍କୁ ହତ୍ୟା କରାଯାିଥିବା ପରିବାରର ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login