The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ବୀଭତ୍ସ ହତ୍ୟା

Facebook
Twitter
LinkedIn

କଣ୍ଟାବାଞ୍ଜି: ଘରେ ପଶି ଯୁବକଙ୍କୁ ବୀଭତ୍ସ ହତ୍ୟା । ସିନେ୍ଧକେଲା ଦେଢ ଗାଁରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ୩ରୁ ଅଧିକ ଦୁର୍ବୁତ୍ତ ଆକ୍ରମଣ କରିଥିବା ଅନୁମାନ । ମୃତକ ରୂଫାଡ଼ ଥପା। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ୫ ଜଣ ଦୁର୍ବୃତ୍ତ ରଖାଡ଼ଙ୍କ ଘରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ। ସିନ୍ଧେକେଲା ପୋଲିସ ଖବର ପାଇ ମୃତଦେହ ଜବତ କରିଛି। ଘଟଣାରେ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଛି। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ

ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...

Login