ଭଞ୍ଜନଗର : ଟାଣି ନେଇ ଯୁବକଙ୍କୁ ଦଳି ମାରିଦେଲା ହାତୀ । ଉତ୍ତର ଘୁମୁସୁର ବନଖଣ୍ଡ ମୁଜାଗଡ ବନାଞ୍ଚଳ ବେଲାଟୁଣି ଗାଁରେ ଆତଙ୍କ । ଘର ବାରଣ୍ଡାରେ ଶୋଇଥିବା ବେଳେ ପାହାନ୍ତିଆରେ ହାତୀ ଆକ୍ରମଣ । ଘର ପିଣ୍ଡାରେ ଶୋଇଥିବାବେଳେ ଭୋରରୁ ଆକ୍ରମଣ କରିଥିଲା ହାତୀ । ପରେ ପରେ ଗୋଡ଼ାଇ ଗୋଡ଼ାଇ ମାରି ପାଖ ବିଲରେ ପକାଇ ଦେଲା । ମୃତକ ହେଲେ ବିକ୍ରମ ନାୟକ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁ ଛି।
Views: 28











