The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

Facebook
Twitter
LinkedIn

ଉମରକୋଟ : ମାଓ ହିଂସା ପାଇଁ ଚାଲିଗଲା ଯୁବକଙ୍କ ଜୀବନ । ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ । ରାଇଘର ଅଂଚଳରେ ଘରୁ ଡାକି ନେଇ ଗୁଳି କଲେ ମାଓବାଦୀ । ଜଙ୍ଗଲ କାଟିବା ଅଭିଯୋଗରେ ଗୁଳିକରି ମାରିଲେ ମାଓବାଦୀ । ମୃତ ଯୁବକ ଲକ୍ଷ୍‌ମୀପୁର ଗାଁର ନାରାୟଣ ନାଗେସ ବୋଲି ସୂଚନା ମିଳିଛି । ହତ୍ୟା ନେଇ ମେନପୁର -ନୂଆପଡା ଡିଭିଜନ ପକ୍ଷରୁ ପୋଷ୍ଟର ଜାରି । ବନ ବିଭାଗ ସହ ମିଶି ଜଙ୍ଗଲ କାଟିବା ଥିବାରୁ ହତ୍ୟା ଉଲ୍ଲେଖ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login