ପିପିଲି : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । କଂଗ୍ରେସର ବରିଷ୍ଠ ନେତା ଥିଲେ ଯୁଧିଷ୍ଠିର ସାମନ୍ତରାୟ। ୭୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଯୁଧିଷ୍ଠିର । ପିପିଲିରେ ୧୯୯୫ରୁ ୨୦୦୦ ମସିହା ପର୍ୟ୍ୟନ୍ତ ସେ ବିଧାୟକ ଥିଲେ । .
Views: 79