The Ultimate Managed Hosting Platform
ADVERTISEMENT

ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ବଡ଼ ବୟାନ ଦେଲେ ଟ୍ରମ୍ପ ।ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ । ଭାରତ-ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତୃତ୍ୱ ପାଇଁ ଗର୍ବିତ । ଆମେରିକା ଐତିହାସିକ ନିଷ୍ପତ୍ତିରେ ପହଁଚିବାରେ ସାହାର୍ଯ୍ୟ କରିପାରିଛି । ଉଭୟ ଦେଶର ଯୁଦ୍ଧରେ ଅନେକ ଜୀବନ ଯାଇଥାନ୍ତା । ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ବଢାଇବାକୁ ଯାଉଛି । ଜମ୍ମୁକାଶ୍ମୀର ସମାଧାନ ବାହାରିପାରିବ କହିଲେ । ହଜାର ହଜାର ବର୍ଷର କାଶ୍ମୀର ସମସ୍ୟାର ସମାଧାନ ଦିଗରେ ମୁଁ କାମ କରିବି । ଭାରତ ପାକିସ୍ତାନର ନେତୃତ୍ବ ପାଇଁ ଭଗବାନ ଆଶୀର୍ବାଦ କରନ୍ତୁ । ଗତକାଲି ସନ୍ଧ୍ୟାରେ ଭାରତ ପାକିସ୍ତାନ ଅସ୍ତ୍ର ବିରତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ପୋଷ୍ଟ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସୂଚନା, କହିଲେ କେସ ଲୋଡ ବଢୁନି

ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସୂଚନା, କହିଲେ କେସ ଲୋଡ ବଢୁନି

ଭୁବନେଶ୍ୱର : ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସୂଚନା । କେନ୍ଦ୍ରୀୟ ଟିମ ସଦସ୍ୟ ଭାଗିରଥୀ ଦ୍ୱିବେଦୀଙ୍କ ପ୍ରତିକ୍ରିୟା । ଜଳର ମାନ...

ADVERTISEMENT