The Ultimate Managed Hosting Platform
ADVERTISEMENT

ଯୁକ୍ତ ୨ ନାମଲେଖା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମସ୍ ପୋର୍ଟାଲରେ ଅନ୍ ଲାଇନ୍ରେ ଆବେଦନ । samsodisha.gov.inରେ ହେବ ଆବେଦନ। ଜୁନ୍ ୨୦ ଯାଏଁ ଚାଲିବ ଆବେଦନ । ଜୁନ୍ ୨୮ରେ ପ୍ରକାଶ ପାଇବ ପ୍ରଥମ କଟ ଅଫ ତାଲିକା । ଜୁନ ୨୯ରୁ ୫ ଜୁଲାଇ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ । ଜୁଲାଇ ୧୪ରୁ ୧୭ ଯାଏ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ହେବ। ଜୁଲାଇ ୧୯ ତାରିଖରେ ସ୍ପଟ ଆଡମିଶନ ପାଇଁ ତାଲିକା ପ୍ରକାଶ ପାଇବ। ୧୯ରୁ ୨୧ ତାରିଖ ଣନଲାଇନରେ ହେବ ଚଏସ ଲକିଂ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login