The Ultimate Managed Hosting Platform
ADVERTISEMENT

ଯାତ୍ରା ପାର୍ଟି ବିବାଦ : ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ

Facebook
Twitter
LinkedIn

ଭୁବନେଶ୍ୱର : ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ ତ୍ରୀପାଠି । ଭୁବନେଶ୍ୱରର ଏକ ହୋଟେଲରେ ଯାତ୍ରା ପାର୍ଟି ମାଲିକଙ୍କୁ ଟଙ୍କା ଫେରାଇଲେ । ଦୁଇ ଯାତ୍ରା ପାର୍ଟି ମାଲିକଙ୍କୁ ଟଙ୍କା ଫେରାଇଥିବା କହିଲେ ପୀୟୁଷ । ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି ବୋଲି କହିଲେ ପୀୟୁଷ । ଛୋଟ କଥାରୁ ବିବାହ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ୱାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଘରେ ରହିବି । ବିଶ୍ରାମ ପରେ ଫେରିଲେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବି । କଳାକାର ହିସାବରେ ସିନେମା ମିଳିଲେ କରିବି । ଗାଡି ମୋ ପାଖରେ ରହିବ , ଇଏମଆଇ ମୁଁ ଦେବି । ସମୟ ମୋତେ ବଦନାମ କରିଛି , ମାଧ୍ୟମ ଟଙ୍କା ସାଜିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login