The Ultimate Managed Hosting Platform
ADVERTISEMENT

ଯାତ୍ରା ଦେଖି ଫେରିବା ବେଳେ ଗଛରେ ପିଟି ହୋଇଗଲା ବାଇକ

Facebook
Twitter
LinkedIn

ବିନିକା : ଯାତ୍ରା ଦେଖି ଫେରିବା ବେଳେ ଗଛରେ ପିଟି ହୋଇଗଲା ବାଇକ । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହୋଇଥିବା ସୂଚନା ରହିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରେ ଘଟିଛି ଦୁର୍ଘଟଣା । ମୃତକ ହେଲେ କୃଷ୍ଣ ତାଣ୍ଡି ଓ ଗୁରୁତର ଯୁବକ ହେଲେ ନରେଶ ବାରିକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login