ଯାଜପୁର : ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ । ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ । ଟାଉନ ଥାନାରେ ମାମଲା ରୁଜୁ ହୋଇଛି । କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ୨ ହକି ପ୍ରଶିକ୍ଷକ ଅଟକ, ଆଉ ଜଣେ ଅଭିଯୁକ୍ତ ଫେରାର ସୂଚନା ।
Views: 59











