ଜୟପୁର : ରାଜସ୍ୱ ନିରୀକ୍ଷକଙ୍କୁ ପାଠ ପଢାଇଲେ ରାଜସ୍ୱ ମନ୍ତ୍ରୀ । ଜମି ଜବର ଦଖଲ ନେଇ ଆରଆଇଙ୍କ ଉପରେ ଉଦବେଗ ପ୍ରକାଶ କଲେ ମନ୍ତ୍ରୀ ।କଥା ଛଳରେ ମନ୍ତ୍ରୀ କହିଲେ ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି । ସେହିପରି ବେଆଇନ ଜମି ଜବରଦଖଲ ଆରଆଇଙ୍କ ଅଜାଣତରେ ହୁଏନି । ଜମି ଜବରଦଖଲ ରୋକିବା ଗୁରୁଦାୟିତ୍ୱ ତହସିଲଦାରଙ୍କ ଅପେକ୍ଷା ଆରଆଇଙ୍କର । ଆପଣଙ୍କ କଲମ ହିଁ ଆପଣଙ୍କର ପରିଚୟ ବୋଲି ରାଜସ୍ୱ । ଅବ୍ୟବହୃତ ସରକାରୀ କ୍ୱାଟର୍ସ ରାଜ୍ୟରେ ବିକାଶରେ ବ୍ୟବହାର ହେବ ।
Views: 64











