The Ultimate Managed Hosting Platform
ADVERTISEMENT

ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

Facebook
Twitter
LinkedIn

ଫୁଲବାଣୀ : ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ଠାବ । ନଦୀଖଣ୍ଡ ସାହି ସ୍ଥିତ ସରକାରୀ ବାସଭବନରେ ଝୁଲନ୍ତା ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟାଉନ ଥାନା ପୋଲିସର ତଦନ୍ତ । ସେ ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି , ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login