The Ultimate Managed Hosting Platform
ADVERTISEMENT

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

Facebook
Twitter
LinkedIn

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳ ଯୋଗାଣ ବିଭାଗର ଯନ୍ତ୍ରୀ । ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଚଢାଉ । ଭବାନୀପାଟଣା ସ୍ଥିତ ବାସଭବନ , ସରକାରୀ କାର୍ଯ୍ୟାଳୟରେ ଚଢାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ସରକାରୀ ବାସଭବନ ସହ କାର୍ୟ୍ୟାଳୟରେ ଏକକାଳୀନ ଚାଲିଛି ରେଡ୍। ଏବେବି ଚଢାଉ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login