ମୁମ୍ବାଇ : ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ xରେ ଧମକପୂର୍ଣ୍ଣ ଟ୍ୱିଟ । xରେ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଆକାଉଣ୍ଟକୁ ଟ୍ୟାଗ କରି ସନ୍ଦିଗ୍ଧର ଧମକ । ୱାଙ୍ଖଡେ ଷ୍ଟାଡିୟମରେ ବଡଧରଣର ଅଘଟଣର ଚେତାବନୀ । ବନ୍ଧୁକ , ଗୁଳି ଏବଂ ହ୍ୟାଣ୍ଡ ଗ୍ରେନେଡ ସହ ଫଟୋ ଟ୍ୟାଗ କଲା ସନ୍ଦିଗ୍ଧ । ଯେଉଁଥିରେ କୁହାଯାଇଛି, ମ୍ୟାଚ ସମୟରେ କିଛି ବଡ ଘଟଣାକୁ ଅଞ୍ଜାମ ଦିଆଯିବ । ଅଜ୍ଞାତ ବ୍ୟକ୍ତି ଜଣକ ଟୁଇଟ କରି ବନ୍ଧୁକ, ହ୍ୟାଡ ଗ୍ରେନେଡ ଏବଂ ଗୁଳି ଥିବା ଫଟୋ ସେୟାର କରିଛି । ସନ୍ଦିଗ୍ଧର ମେସେଜ ପରେ ୱାଙ୍ଖଡେରେ ସୁରକ୍ଷା କଡାକଡି ।
Views: 115











