ଭୁବନେଶ୍ୱର : ଭୁବନେଶ୍ୱର ପାତ୍ରପଡା ମୋ ବସ ଡିପୋରେ ଆନେ୍ଦାଳନ । ସ୍ଥାନୀୟ ଲୋକେ ଓ ପାତ୍ରପଡା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଆନେ୍ଦାଳନ । ସ୍କୁଲ ସାମ୍ନାରେ ଡିପୋ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ । ଆନେ୍ଦାଳନରେ ବରିଷ୍ଠ ବିଧାୟକ ସୁର ରାଉତରାୟ ସାମିଲ । ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ଦାବି ମାନିଲେ କ୍ରୁଟ କର୍ତ୍ତୁପକ୍ଷ । ମୋ ବସ ଡିପୋର ପୂର୍ବ ଦିଗ ଫାଟକ ବନ୍ଦ କଲେ କର୍ତ୍ତୁପକ୍ଷ । ପଶ୍ଚିମ ଦିଗ ପାଚେରି ଭାଙ୍ଗି ନୂଆ ଫାଟକ ଖୋଲିବାକୁ ନିଷ୍ପତ୍ତି ।
Views: 93











