The Ultimate Managed Hosting Platform
ADVERTISEMENT

ମୋ ବସ-କାର ଧକ୍କା : ଜଣେ ମୃତ

Facebook
Twitter
LinkedIn

ପୁରୀ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍। ପୁରୀ ବାଲିଘାଇ ରେଞ୍ଜ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । କାର ବାଇକ ଏବଂ ମୋ ବସ ମଧ୍ୟରେ ଦୁର୍ଘଟଣା ହୋଇଛି କ୍ଷ କାର ବାଇକ ଦୁର୍ଘଟଣା ସମୟରେ ମୋ ବସ ଭର ସାମ୍ୟ ହରାଇ ଗଛର ପିଟି ହୋଇଯାଇଛି। ଯାହା ଫଳରେ ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଓ ଜଣେ କାର ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login