The Ultimate Managed Hosting Platform
ADVERTISEMENT

ମୋ ବସକୁ ଧକ୍କା ଦେଲା ହାଇୱା , ୫ ଗୁରୁତର

Facebook
Twitter
LinkedIn

ଗୋପ : ଘର କୁହୁଡି ହେଲା କାଳ । ମୋ ବସକୁ ଧକ୍କାଦେଲା ହାଇୱା । ଏଥିରେ ମୋ ବସର ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ହାଇୱା ଡ୍ରାଇଭର ଗାଡି ଭିତରେ ଫସି ରହିଥିଲେ । ଭୁବନେଶ୍ୱର-କୋଣାର୍କ ମୁଖ୍ୟ ରାସ୍ତାର କାଜି ପାଟଣ ଛକ ନିକଟରେ ଘଟିଛି ଦୁର୍ଘଟଣା । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୋ ବସ ଯାତ୍ରୀ ଓ ହାଇୱା ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଭୁବେଶ୍ବରଠାରୁ କୋଣାର୍କ ଅଭିମୁଖେ ଯାଉଥିଲା ମୋ ବସ୍ । ଏତିକିବେଳେ ନିମାପଡ଼ା ପଟରୁ ଦ୍ରୁତ ଗତିରେ ଯାଉଥିବା ହାଇୱା ଧକ୍କା ଦେଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login