ଖୋର୍ଦ୍ଧା : ପ୍ରିନ୍ସିପାଲ ମୋବାଇଲ ନେଇ ଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ସ୍କୁଲ ପରିସର ଏକ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଏକ ସ୍କୁଲ ପରିସର ଗକ୍ତରୁ ଉଦ୍ଧାର । ମୃତ ଛାତ୍ର ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର ସୂଚନା । ୬ଷ୍ଠ ଶ୍ରେଣୀ ଗଜପତି ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ । କାଲି ରାତିରେ ଛାତ୍ରର ମୋବାଇଲ ପ୍ରିନ୍ସିପାଲ ନେଇ ଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Views: 71