ଭୁବନେଶ୍ୱର : ମୋତେ ନ୍ୟାୟ ଦରକାର କହିଲେ ତାରାପ୍ରସାଦ ବାହିନୀପତି । ଗଣତନ୍ତ୍ରକୁ ହତ୍ୟା କରିଛନ୍ତି , ମୋତେ ନ୍ୟାୟ ଦରକାର । ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା । ପିସିସି ସଭାପତି, ନିରଞ୍ଜନ, ନରସିଂହ, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ । ଆମକୁ ଦେଖିବାକୁ ଆସିଥିବା ପୂର୍ବତନ ମନ୍ତ୍ରୀ ମାନଙ୍କୁ ଛାଡିଲେନି । ଆମକୁ ପୋଲିସ ଲଗାଇ ମାଡ ମାରିଲେ ଗାଳିଗୁଲଜ କଲେ । ମରିଯିବୁ ପଛେ ଛାଡିବୁନି, ମୋତେ ନ୍ୟାୟ ଦରକାର କହିଲେ ତାରା ।
Views: 44