The Ultimate Managed Hosting Platform
ADVERTISEMENT

ମୋକିମଙ୍କୁ ମିଳିବ ଗୁରୁ ଦାୟିତ୍ୱ : ଭକ୍ତ

Facebook
Twitter
LinkedIn

ଭୁବନେଶ୍ୱର : ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ୱ ମିଳିବ କହିଲେ ପିସିସି ସଭାପତି । ମୋକିମ ଜଣେ ଦକ୍ଷ ନେତା କହିଲେ ପିସିସି ସଭାପତି ଭକ୍ତ ଦାସ । ଆଗାମୀ ଦିନରେ ମୋକିମଙ୍କୁ ବଡ ଦାୟିତ୍ୱ ମିଳିବ । ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ , ଏକାଠି ହୋଇ ସମସ୍ତେ ଚାଲିବା । ବିପ୍ଲବ ଆଣିବ କଂଗ୍ରେସ , ଯୁବପିଢି କଂଗ୍ରେସର ସଭାପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login