ଭବାନୀପାଟଣା: ଭବାନୀପାଟଣା ମେଡିକାଲ ପରିସରରେ ଛୁରାମାଡ । ଛୁରାମାଡରେ ୨ ଆହତଙ୍କୁ ମେଡିକାଲରେ । ଚିକିତ୍ସା ପାଇଁ ଆସିଥିବା ୨ ଯୁବକଙ୍କୁ ଛୁରାମାଡ । ୨ ଜଣ ଯୁବକ ବଡପଡାର, ଅଭିଯୋଗ ପରେ ପୋଲିସର ଛାନଭିନ୍ । ମେଡିକାଲ ପରିସରରେ କିଛି ଯୁବକ ଗଣ୍ଡଗୋଳ କରୁଥିଲେ । ଗଣ୍ଡଗୋଳ ଛଙ୍ଗାଇବା ବେଳେ ଛୁରାମାଡ ହୋଇଥିବା ସୂଚନା ।
Views: 85