ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବାକୁ ମେଟ୍ରୋ ଟ୍ରେନ ପ୍ରସ୍ତାବ । ଭିଡ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ସରକାରଙ୍କ ବଡ ପଦକ୍ଷେପ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେଲା ଗ୍ରାଉଣ୍ଡ ଜିରୋର ରିଭ୍ୟୁ । ବିମାନ ବନ୍ଦରରୁ ତ୍ରିଶୂଳିଆ ରୁଟର ହେଲା ପ୍ରାରମ୍ଭିକ ସମୀକ୍ଷା । Views: 123