The Ultimate Managed Hosting Platform
ADVERTISEMENT

ମୃତ୍ୟୁ ପୂର୍ବରୁ ୯୭ ସେକେଣ୍ଡ କଲ୍

Facebook
Twitter
LinkedIn

ଭୁବନେଶ୍ୱର : ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ । ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ । ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନେ୍ଦହ । ଆଜେକ୍ସଙ୍କ ମୋବାଇଲ , ଲାପଟପ ଯାଞ୍ଚ କରିବ ସାଇବର ଟିମ୍ । ସୋସିଆଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା । ଆଜେକ୍ସ ମେଲ ଆଇଡି ପାସୱାର୍ଡ ମଧ୍ୟ ବଦଳାଇଲା ପୋଲିସ ।
ସେପଟେ ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ନେଇ ଡିସିପି ପ୍ରତୀକଙ୍କ ପ୍ରତିକ୍ରିୟା । ଆଜେକ୍ସ ଓରଫ ଅକ୍ଷୟଙ୍କ ମା’ଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛୁ । ଯାହା ଯାହା ଅଭିଯୋଗ ଆସିଛି , ତାହାରି ଉପରେ ତଦନ୍ତ କରାଯାଉଛି । ଅକ୍ଷୟଙ୍କ ସହ ଯାହାର ସମ୍ପର୍କ ଥିଲା ସମସ୍ତଙ୍କୁ ପଚରାଉଚରା କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login