ପାରାଦୀପ : ମୁହାଣରେ ଓଲଟିଲା ମାଛଧରା ଡଙ୍ଗା । ଡଙ୍ଗାରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ଥିବା ସୂଚନା । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ଉଦ୍ୟମ ଜାରି । ଡଙ୍ଗା ବୁଡିଯିବା ଫଳରେ ମୁହାଣରେ ବୋଟ ଉପରେ ଓ ଜାର୍ ସାହାଯ୍ୟରେ ଭାସୁଛନ୍ତି ମତ୍ସ୍ୟଜୀବୀ। ମେରାଇନ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ୟ୍ୟ ଜାରି । ଅଧିକ ଜୋରରେ ଢେଉ ଥିବାରୁ ଉଦ୍ଧାର କାର୍ୟ୍ୟ ରେ ବାଧା ପ୍ରାପ୍ତ।
Views: 79