The Ultimate Managed Hosting Platform
ADVERTISEMENT

ମୁହଁରେ କଳାପଟି ବାନ୍ଧି ସାମ୍ବାଦିକଙ୍କ ଧାରଣା

Facebook
Twitter
LinkedIn

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ମିଡିଆ କ୍ଲବ ଓ ବିଭିନ୍ନ ମାଇକ୍ରୋ ମିଡିଆ ପ୍ରତିନିଧି ମାନେ ଆଜି ଧର୍ମଶାଳା ବିଡିଓଙ୍କ କାର୍ୟ୍ୟାଳୟ ଆଗରେ ମୁହଁ ରେ କଳା ପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ବିଭିନ୍ନ ସମୟରେ ଧର୍ମଶାଳା ବିଡିଓ ସରକାରୀ କାର୍ୟ୍ୟକ୍ରମ ସମ୍ପର୍କ ରେ କୌଣସି ସୂଚନା ଦେଉ ନଥିବା ବେଳେ ଫୋନ ମଧ୍ୟ ଉଠାନ୍ତି ନାହିଁ। ଦୀର୍ଘଦିନ ଧରି ଏପରି ଚାଲିଥିବା ବେଳେ ଧର୍ମଶାଳା ମିଡିଆ କ୍ଲବ ଓ ଅନ୍ୟ ସାମ୍ବାଦିକ ମାନେ ମୁହଁରେ କଳା ପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login