The Ultimate Managed Hosting Platform
ADVERTISEMENT

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା

Facebook
Twitter
LinkedIn

ଭୁବନେଶ୍ୱର : ବିଜେପି ଅଫିସରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଡା ନିଶାନା । ଆଇନଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାନା କଲେ ଧର୍ମେନ୍ଦ୍ର । ଏନସିଆରବି ରିପୋର୍ଟରେ ଓଡିଶାର ସ୍ଥ୍ିତି ଅତ୍ୟନ୍ତ ଖରାପ । ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡିଶା । ମମିତା ମେହେର ହତ୍ୟାକାଣ୍ଡର କୈାଣସି ଉତ୍ତର ମିଳିଲା ନାହିଁ । ଆପଣଙ୍କ ବଡପଣ୍ଡା ମାନେ ମାରି ପୋତିଦେଲେ, ଅଭିଯୁକ୍ତର ଜେଲରେ ମୃତ୍ୟୁ ଘଟିଲା । ଭଟ୍ଟଲି ଅଞ୍ଚଳରେ ଥାନାରେ ପଶି ପୋଲିସକୁ ମାଡ ହେଲା । ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଗୃହମନ୍ତ୍ରୀ, ଏହାର ଉତ୍ତର ଦିଅନ୍ତୁ । ଏସବୁ ସତ୍ତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଜବାବ ଦେବେ । ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କେହି ବାହାରକୁ କାମ କରିବାକୁ ଯାଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଧଣ୍ଡା ଛୁଇଁ କୁହନ୍ତି ବୋଲି ମଧ୍ୟ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login