ଭୁବନେଶ୍ୱର : ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ରିପୋର୍ଟ । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳା ନନ୍ଦମଲ୍ଲିକ ରିପୋର୍ଟ ଦେଲେ । ମାଲକାନଗିରି ସମୀକ୍ଷା କରି ଫେରିଥିଲେ ଦୁଇ ମନ୍ତ୍ରୀ ।
Views: 75











