The Ultimate Managed Hosting Platform
ADVERTISEMENT

ମୁଖ୍ୟମନ୍ତ୍ରୀଙ୍କୁ କୁସୁମ ଟେଟେଙ୍କ ଚିଠି

Facebook
Twitter
LinkedIn

ଭୁବନେଶ୍ୱର : କୋଇଲା ଖଣି ଚୋରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୁସୁମ ଟେଟେଙ୍କ ଚିଠି । ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ହେମଗିରିରେ କୋଇଲା ଖଣିରୁ ଚୋରି ସମ୍ପର୍କରେ ଚିଠି । କୋଇଲା ଚୋରି ନେଇ ଏକ ,ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଚିଠି । ବର୍ଷ ବର୍ଷ ଧରି କରାଯାଉଛି କଳା ହୀରାର କଳା କାରବାର । ଏହି ଘଟଣାରେ ବଡ଼ ବଡ଼ ମାଫିଆ ଓ କିଛି ବରିଷ୍ଠ ରାଜନେତା ଓ ସରକାରୀ ଅଧିକାରୀ ସାମିଲ ଥିବାରୁ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତର ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କୁସୁମ ଟେଟେ । ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login