ନୂଆଦିଲ୍ଲୀ : ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡା ଦେଶ । ଗ୍ୟାଙ୍ଗଷ୍ଟାର ଆକ୍ଟରେ ମୁଖତାର ଅନସାରୀକୁ ଦଣ୍ଡାଦେଶ । ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଜରିମାନା । ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟା ଘଙ୍କମାରେ ଦୋଷୀ ସାବ୍ୟସ୍ତ । ୨୯ ନଭେମ୍ବର, ୨୦୦୫ରେ ବିଜେପି ନେତା କୃଷ୍ଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା । କୁଷ୍ଣାନନ୍ଦ ରାୟଙ୍କ ସମେତ ୭ ଜଣଙ୍କୁ ଗୁଳିକରି ହତ୍ୟା । ଏକ ସାଧାରଣ ସଭାରେ ଯୋଗ ଦେବାବେଳେ କୃଷ୍ଣାନନ୍ଦଙ୍କୁ ହତ୍ୟା କରିଥିଲେ ମୁଖତାର । ଏକେ-୪୭ ବନ୍ଦୁକରେ ୫୦୦ ରାଉଣ୍ଡ ଫାୟାରିଂ କରିଥିଲେ ମୁଖତାର । ୧୯୯୭ରେ ବ୍ୟବସାୟୀ ତଥା ଭିଏଚପି ନେତା ନନ୍ଦକିଶୋରଙ୍କୁ ଘରୁ ଅପହରଣ କରି ହତ୍ୟା । ନନ୍ଦକିଶୋରଙ୍କୁ ଅପହରଣ କରି ୫ କୋଟି ଟଙ୍କା ମୁଣ୍ଡ ଜାମିନ୍ ରଖିଥିଲେ ମୁଖତାର । ଦେଢ କୋଟି ଟଙ୍କା ନେବା ପରେ ବି ନନ୍ଦକିଶୋରଙ୍କୁ ହତ୍ୟା କରିଥିଲେ ଅଂସାରୀ । ହତ୍ୟା ଘଟଣାରେ ମୁଖତାର ଓ ଅଫଜଲ ଅଂସାରୀ ଦୋଷୀ । ମୁଖତାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ସାଂସଦ ଅଫଜଲଙ୍କୁ ୪ ବର୍ଷ ଦଣ୍ଡାଦେଶ । ଗ୍ୟାଙ୍ଗଷ୍ଟାରରୁ ବାହୁବଳୀ ନେତା ସାଜିଛନ୍ତି ମୁଖତାର ଅଂସାରୀ । ୨ ଥର ବହୁଜନ ସମାଜ ପାର୍ଟିରୁ ବିଧାୟକ ରହିଛନ୍ତି ।ଏବେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ବିଧାୟକ ରହିଛନ୍ତି ମୁଖତାର । ହତ୍ୟା, ଅପହରଣ , ଲୁଟ ଭଳି ଅନେକ ଅପରାଧିକ ମାମଲା ରହିଛି ମୁଖତାରଙ୍କ ବିରୋଧରେ ।
ମୁଖତାର ଅନସାରୀକୁ ଜେଲ ଦଣ୍ଡାଦେଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...