The Ultimate Managed Hosting Platform
ADVERTISEMENT

ମିଶନ ୨୦୨୪ : ୩୦ ଜିଲ୍ଲା ପାଇଁ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ

Facebook
Twitter
LinkedIn

ଭୁବନେଶ୍ୱର : ୩୦ ଜିଲ୍ଲାରେ ନିଯୁକ୍ତ ହେଲେ ବିଜେଡିର ନୂଆ ପର୍ଯ୍ୟବେକ୍ଷକ । ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ସଭାପତି ନବୀନ ପଟ୍ଟନାୟକ । ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ୪ ଜିଲ୍ଲାର ଦାୟିତ୍ୱ । ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର , ଓ ସମ୍ବଲପୁରର ଦାୟିତ୍ୱ ନେଲେ ପ୍ରଣବ ପ୍ରକାସ ଦାସ । ସେହିପରି
ବାଲେଶ୍ୱର- ପ୍ରତାପ ଦେବ
ବରଗଡ-ସୁଧୀର ସାମଲ
ଭଦ୍ରକ-ପ୍ରତାପ ଜେନା
ବଲାଙ୍ଗୀର –ସୁଶାନ୍ତ ସିଂ
ଦେବଗଡ -ଅମରେଶ ଜେନା
କଟକ-ପ୍ରଫୁଲ ମଲ୍ଲିକ
ଗଜପତି, ରାୟଗଡା-ଅତନୁ ସବ୍ୟସାଚୀ
ଜଗତସିଂହପୁର -ଅରୁଣ ସାହୁ
କନ୍ଧମାଳ-ବିଜୟ ନାୟକ
କେନ୍ଦ୍ରାପଡା -ପ୍ରମିଳା ମଲ୍ଲିକ
ଖୋର୍ଦ୍ଧା- ରବୀନ୍ଦ୍ର ଜେନା
କୋରାପୁଟ, ମାଲକାନଗିରି-ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର-ଇଶ୍ୱର ପାଣିଗ୍ରାହୀ
ନୟାଗଡ-ପଦ୍ନନାଭ ବେହେରା
ନୂଆପଡା-ସ୍ନେହାଙ୍ଗୀନ ଛୁରିଆ
ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସୁନ୍ଦରଗଡ-ପ୍ରୀତିରଂଜନ ଘଡାଇ
କଳାହାଣ୍ଡି-ପ୍ରଣବ ବଳବନ୍ତରାୟ
ଗଞ୍ଜାମ-ପ୍ରଦୀପ ଅମାତ
ବୈାଦ୍ଧ-ସୈାଭାଗ୍ୟ ନାୟକ
ଯାଜପୁର -ଅଶୋକ ପଣ୍ଡା
ଝାରସୁଗୁଡା-ସାରଦା ନାୟକ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login