The Ultimate Managed Hosting Platform
ADVERTISEMENT

ମିଳିଲା ଲୁଟ ବିସ୍ଫୋରକ

Facebook
Twitter
LinkedIn

ଭୁବନେଶ୍ୱର : ୩ ଦିନ ପରେ ସୀମାନ୍ତ ଝାଡଖଣ୍ଡରୁ ମିଳିଲା ଲୁଟ ବିସ୍ଫୋରକ । ଲୁଟ ୪ ଟନ୍ ବିସ୍ଫୋରକୁ ପ୍ରାୟ ୩ ଟନ ମିଳିଥିବା ସୂଚନା । ସିଂହଭୂମି ତିରିଲପୋଷିରୁ ବିସ୍ଫୋରକ ଜବତ ହୋଇଥିବା ସୂଚନା । ବିସ୍ଫୋରକ ଜବତ ସହ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ସୁନ୍ଦରଗଡ ବାଙ୍କୋ ଅଞ୍ଚଳରୁ ୪ ଟନ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ । ଟ୍ରକ ଭର୍ତ୍ତି ବିସ୍ଫୋରକକୁ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪୦ରୁ ଅଧିକ ମାଓବାଦୀ । ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଆସୁଥିବା ବେଳେ ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିଲା। ଗାଡ଼ି ସହ ଲୁଟ୍ ହୋଇଥିବା ପ୍ରାୟ ୪ ଟନ୍ ବିସ୍ଫୋରକର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login