The Ultimate Managed Hosting Platform
ADVERTISEMENT

ମିଳିଲା ରାଉରକେଲାର ଏନଆଇଟି ଛାତ୍ରଙ୍କ ମୃତଦେହ

Facebook
Twitter
LinkedIn

ରାଉରକେଲା : ନିଖୋଜର ୪ ଦିନ ପରେ ମିଳିଲା ରାଉରକେଲା ଏନଆଇଟି ଛାତ୍ରଙ୍କ ମୃତଦେହ । ସୁନ୍ଦରଗଡ଼ ସବଡେଗା ବଇସନବାହାଲ ବାଲିଘାଟ ନିକଟରୁ ଦୀପେଶ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ଏନଆଇଟିରେ ଗଣିତ ବିଭାଗରେ ପିଏଚଡି କରୁଥିଲେ ଦୀପେଶ । ଗତ ଶନିବାର ଦିନ ଅପରାହ୍ନରେ ଇବ ନଦୀର ପଥର ଶଯ୍ୟା କନାକୁଣ୍ଡରେ ଗାଧୋଉଥିବା ବେଳେ ସେ ପାଣି ସୁଅରେ ଭାସିଯାଇଥିଲେ । ଶନିବାର ଅପରାହଣରେ ନିଜ ୪ ସାଙ୍ଗଙ୍କ ସହ ଦୀପେଶ ବୁଲିବାକୁ ଆସି ଗାଧୋଉଥିବା ବେଳେ ଘଟିଥିଲା ଅଘଟଣ । ଶନିବାର ଅପରାହ୍ନରୁ ଚାଲିଥିଲା ସର୍ଚ୍ଚ ଅପରେସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login