ଧର୍ମଗଡ : ମା ସହ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ୨୦୧୮ର ଏକ ହତ୍ୟା ମାମଲାରେ ଧର୍ମଗଡ ଏଡିଜେଙ୍କ ରାୟ । ଆଟିଗଁ ଆରଆଇ ଅଫିସ ଠିକା ପିଅନଙ୍କ ହତ୍ୟା ମାମଲାରେ ରାୟ । ସରକାରୀ ଜମିରେ ଘର ନିର୍ମାଣକୁ ବିରୋଧ କରିବାରୁ ହତ୍ୟାକାଣ୍ଡ । ପିଅନ ଛାୟାକାନ୍ତ ଦଣ୍ଡସେନାଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିଲେ । ୪ ଜଣ ହତ୍ୟାକାରୀ – ମା କୁଚିତା ଦଣ୍ଡସେନା ,ପୁଅ ରାଧୁ, ପୀତୁଓ ଯଦୁ । ସମସ୍ତଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି କୋର୍ଟ ।
Views: 74