The Ultimate Managed Hosting Platform
ADVERTISEMENT

ମା ସହ କଳି କରି ପୁଅର ଆତ୍ମହତ୍ୟା !

Facebook
Twitter
LinkedIn

ନିଆଳି :କଳି କରିବା ପରେ ଜୀବନ ହାରିଦେଲା ପୁଅ । ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଓଲଟପୁର ଥାନା କଣ୍ଟାପଡା ଗାଁରେ ଝୁଲନ୍ତା ମୃତଦେହ ଉଦ୍ଧାର । ମା ସହ କଳି ପରେ ଯୁବକ ଆତ୍ମହତ୍ୟା କରିଥିବା ସନେ୍ଦହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login